ମନୋରଞ୍ଜନ

ବଲିଉଡ ଅଭିନେତା ଆଦିତ୍ୟ ରଏ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି

ବଲିଉଡ ଅଭିନେତା ଆଦିତ୍ୟ ରଏ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି | ଗତ କିଛି ମାସ ହେବ ପରସ୍ପରକୁ ଡେଟ୍ କରୁଥିବା ଏହି ପ୍ରେମୀଯୁଗଳ ବ୍ରେକଅପ କରିଥିବା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଛି |

ମିଡିଆ ରିପୋର୍ଟ ଅନୁଯାୟୀ ଆଦିତ୍ୟ ଏବଂ ଅନନ୍ୟା ମାସେ ପୂର୍ବରୁ ବ୍ରେକଅପ୍ କରିଥିଲେ। ତେବେ ଏହା ଉପରେ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଏବେ ଦୁହିଁଙ୍କର ବ୍ରେକଅପ ହୋଇନଥିବାର ପ୍ରମାଣ ଦେଇଛନ୍ତି ଆଦିତ୍ୟ |

Related Articles

Back to top button
WP Twitter Auto Publish Powered By : XYZScripts.com