ଓଡ଼ିଶା

ନ୍ୟାସନାଲ ହୁମାନ ରାଇଟ୍ସ କର୍ପୋରେସନ ତରଫରୁ ହୋଲି ଉତ୍ସବ ପାଳନ

କଟକ() ନ୍ୟାସନାଲ ହୁମାନ ରାଇଟସ କର୍ପୋରେସନ ତରଫରୁ ହୋଲି ଉତ୍ସବ ଏକ ନିଆରା ରୂପରେ ପାଳନ କରାଯାଇଛି ।ଏମିତି କିଛି ପିଲା ଅଛନ୍ତି ଯେଉଁ ମାନେ ବାପା ମା ପରିବାରରେ ହୋଲି ଖେଳ ପାଇଁ ଶୋଭାଗ୍ୟ ପାଇନାହାନ୍ତି।

ସେହି ପିଲାମାନଙ୍କ ସହିତ ଓଡିଶା ରାଜ୍ୟ ମହିଳା ସଭାପତି ଆରତୀ ମହଲାଙ୍କ ସହ ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ କୁମାର କାଣ୍ଡି ଏବଂ ଭୁବନେଶ୍ବର ମେଡିକାଲ ଅଫିସର ଶ୍ରୀ ତାରିଣୀ ସୋରେନଙ୍କ ସହ ବହୁ NHRC ର କର୍ମୀ ଯୋଗ ଦେଇ ପ୍ରତିଭା ଚିଲ୍ଡରେନ୍ ହୋମ୍ ଭୁବନେଶ୍ବର ଠାରେ ଏକ ଭୋଜି ଦ୍ଵାରା ଛୋଟ ପିଲାଙ୍କ ସଙ୍ଗେ ହୋଲି ଖେଳିବା ସହ ଉତ୍ସବ ପାଳନ କରିଛନ୍ତି ।

ଏହି ଅବସରରେ NHRC ଓମେନ୍ ସେଲ ପ୍ରେସିଡେଣ୍ଟ ଆରତୀ ମାଡାମ୍ କହିଥିଲେ। ମାନବ ର ଅଧିକାର ପାଇଁ ନିଜେ ସଂଘର୍ଷ କରନ୍ତୁ ଯେବେ ଆପଣ ପାରିବେନି ଆମ ରାଷ୍ଟ୍ରୀୟ ମାନବ ଅଧିକାର ନିଗମ ଆପଣ ଙ୍କ ସଙ୍ଗେ ସବୁ ବେଳେ ଅଛି।

ସମାଜରେ ସମସ୍ତେ ଏକ ସମସ୍ତ ଙ୍କ ସମାନ ଅଧିକାର ଅଛି. ଯେଉଁ ଭଳି ଭାବେ ଏକ ଦୁଷ୍ଟ ରାକ୍ଷସୀକୁ କୃଷ୍ଣ ବଧ କରି ସମାଜ କଲ୍ୟାଣ କରି ଥିଲେ ଠିକ୍ ସେଇ ଭଳି ଆମେ ମଧ୍ୟ କରପ୍ସନ ଆଉ ଦୁର୍ନୀତି କୁ ନିଜ ଠୁ ଦୂରରେ ରଖି ସମସ୍ତ୍ ଙ୍କୁ ସମାନ ଅଧିକାର ଦେବା ଆମର ଲକ୍ଷ୍ୟ।

ଏଥି ସହ ସେ ପ୍ରତିଭା ଚିଲ୍ଡରେନ ହୋମ୍ କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com