ଓଡ଼ିଶା

ରାଜଧାନୀ ସ୍ଥିତ କଳିଙ୍ଗନଗର ଜଙ୍ଗଲରେ ଅଗ୍ନିକାଣ୍ଡ, ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ୱର() କଳିଙ୍ଗନଗର ନିକଟରେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ । ଜଙ୍ଗଲ ନିକଟରେ ଥିବା ଏକ ଘର ଆଡ଼େ ନିଆଁ ଲାଗିବାର ସମ୍ଭାବନା ଥିବାରୁ ତୁରନ୍ତ ଅଗ୍ନିଶମକୁ ଜଣାଇଥିଲେ । ଏହାପରେ ସଚିବାଳୟର ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତକୁ ଆଣିଥିଲା । ପାଗ ଅତ୍ୟଧିକ ଗରମ ଥିବାରୁ ଶୁଖିଲା ବାଉଁଶ ଗଛ ପତ୍ରରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com