କ୍ରୀଡ଼ା

ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡ ଦଳର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ

ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡ ଦଳର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ। ଲର୍ଡସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଇଂଲଣ୍ଡର ଉଦଘାଟନୀ ଟେଷ୍ଟ ପରେ ସେ ଅବସର ନେବେ ବୋଲି ଜେମ୍ସ ଆଣ୍ଡରସନ ଘୋଷଣା କରିଛନ୍ତି।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏକ ବିବୃତ୍ତିରେ ଆଣ୍ଡରସନ କହିଛନ୍ତି: “ଲର୍ଡସରେ ଗ୍ରୀଷ୍ମର ପ୍ରଥମ ଟେଷ୍ଟ ମୋର ଶେଷ ଟେଷ୍ଟ ମ୍ୟାଚ୍ ହେବ।”

Related Articles

Back to top button
WP Twitter Auto Publish Powered By : XYZScripts.com