ଅନ୍ତର୍ଜାତୀୟରାଜନୀତି
ପାକିସ୍ତାନ କଥାରେ କାଶ୍ମୀର ବାବଦରେ ମିଛ କହିଲେ ମୁସଲିମ ଦେଶ, ଚେତାବନୀ ଦେଲା ଭାରତ
ନୂଆଦିଲ୍ଲୀ : ପାକିସ୍ତାନରେ ଆୟୋଜିତ ଇସଲାମିକ ସହଯୋଗୀ ସଙ୍ଗଠନ ବା ଓଆଇସିର ବୈଠକରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠିଛି । ବୈଠକରେ କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ ସ୍ଥାନ ପାଇଥିଲା । ଏହାସହ କାଶ୍ମୀରବାସିନ୍ଦାଙ୍କୁ ନିଜେ ନିଷ୍ପତ୍ତି ନେବାର ଅଧିକାର ମିଳୁ ବୋଲି ଏଥିରେ କୁହାଯାଇଥିଲା । ଯାହାକୁ ତୀବ୍ର ବିରୋଧ କରିଛି ଭାରତ । ଓଆଇସିର ଏହି ବୈଠକ ଭୁଲ ଓ ମିଛ ବୋଲି ଭାରତ କହିଛି ।
Our response to media queries on references to India in the statements and resolutions adopted in the meeting of the Organisation of Islamic Cooperation in Pakistan:https://t.co/fnvdLYgLa5 pic.twitter.com/i4r3bIxWyh
— Arindam Bagchi (@MEAIndia) March 24, 2022