Featuredଓଡ଼ିଶା

ଅସ୍ତରଙ୍ଗ ସମୁଦ୍ରରେ ଲାଗିଲା କଟକଣା

ଆରମ୍ଭ ହୋଇଛି ବିରଳ ଅଲିଭି ରିଡିଲେ କଇଁଛମାନଙ୍କ ମିଳନ ଋତୁ । ଏଥିପାଇଁ ପୁରୀ ଜିଲ୍ଲା ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଲାଗିଛି । ନଭେମ୍ବର ୧ ତାରିଖରୁ ମେ ୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି । ଏହା ସହିତ ପ୍ରଶାସନ ପପେଟ୍ରୋଲିଙ୍ଗ କର୍ମଚାରୀଙ୍କୁ ନିୟୋଜିତ କରିଛି ପ୍ରଶାସନ । ହଜାର ହଜାର କିଲୋମିଟର ଦୂରରୁ ଅଲିଭି ରିଡିଲେ କଇଁଛମାନେ ଗହୀର ମଥା ଋଷିକୂଲ୍ୟା ମୁହାଣ ଏବଂ ଅସ୍ତରଙ୍ଗ ଦେବୀ ନଦୀ ମୁହାଣକୁ ଆସି ଅଣ୍ଡା ଦେଇଥାନ୍ତି । ତେବେ ଏଥିପାଇଁ ୪ଟି କୁଡ଼ିଆ ସହ ହାଚେରୀ ନିର୍ମାଣ କାମ ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com