ବିଜ୍ଞାନ ଓ ପ୍ରଯୁକ୍ତି

ଶେଷ ହେଲା ଯୋରନ୍ଦା ମାଘ ମେଳା

ଭୁବନେଶ୍ୱର, ୦୭/୦୨/୨୦୨୩ –  ଭକ୍ତିମୟ ପରିବେଶ ମଧ୍ୟରେ ଶେଷ ହେଲା ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ମେଳା । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଆନନ୍ଦ ଏବଂ ଉଲ୍ଲାସର ସହ ମାଘମେଳା ଶେଷ ହୋଇଛି । ଏହି ମେଳାରେ ଉଭୟ ଗାଦି ମନ୍ଦିର ଓ ଜ୍ୟୋତି ମନ୍ଦିରରେ କୌପୁନୀଧାରୀ ମହିମା ସାଧୁ ଓ ବକଳଧାରୀ ମହିମା ସାଧୁଙ୍କ ଦ୍ବାରା ଝାଡ ଦୀପ ପ୍ରଜ୍ବଳନ କରା ଯାଇଥିଲା ।

ଦୁଇବର୍ଷ ବ୍ୟବଧାନ ପରେ ଚଳିତବର୍ଷ  ମାଘମେଳା ଅନୁଷ୍ଠିତ ହେଉଥିବାରୁ ମହିମା ସାଧୁ ଓ ଭକ୍ତଙ୍କ ଭିତରେ ଯଥେଷ୍ଟ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ସୁନା ପଙ୍ଖାରେ ଛାଡୁ ଓ ଖାଲଟ ଦିଆଯାଇ ସୁନା ଚାମର ନିତି କରା ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com