ଓଡ଼ିଶା

ସାଇବର ଅପରାଧରେ ପୂର୍ବତନ ହୋମଗାର୍ଡ ଗିରଫ, ଲୋକଙ୍କ ଆକାଉଣ୍ଟରୁ ହରିଲୁଟ କରିଥିଲେ ଟଙ୍କା

ଭୁବନେଶ୍ୱର : ସାଇବର ଅପରାଧରେ ବନ୍ଧାହେଲେ ପୂର୍ବତନ ହୋମଗାର୍ଡ । ପୂର୍ବତନ ହୋମଗାର୍ଡ ବିଜୟ କୁମାର ପାଣ୍ଡିଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ତାଙ୍କ ନାଁରେ ଟଙ୍କା ହରିଲୁଟ କରିବା ନେଇ ଅଭିଯୋଗ ରହିଥିଲା । ବିଭିନ୍ନ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହରିଲୁଟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ହୋମଗାର୍ଡ । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମା ଶଙ୍କର ଦାସ ।

Related Articles

Back to top button
WP Twitter Auto Publish Powered By : XYZScripts.com