Breaking Newsଓଡ଼ିଶାମନୋରଞ୍ଜନ

ଭେଣ୍ଟିଲେଟରରେ ଭର୍ତ୍ତି ହେଲେ ଉତ୍ତମ ମହାନ୍ତି

ଭୁବନେଶ୍ୱର : ବିଗିଡ଼ିଲା ଓଲିଉଡ଼ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା । ଭେଣ୍ଟିଲେଟରରେ ଭର୍ତ୍ତି ହେଲେ ଅଭିନେତା ଉତ୍ତମ ମହାନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବୋଉ ବୁଟୁ ଭୂତରେ ମହାନ୍ତି ପତ୍ନୀ ଅପରାଜିତା  ଓ ପୁଅ ବାବୁସାନଙ୍କ ସହ ଅଭିନୟ କରୁଥିବା ସମୟରେ ସୁଟିଂ ସେଟରେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ଭୁବନେଶ୍ୱରର ଏକା ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com