Breaking NewsFeaturedଅନ୍ତର୍ଜାତୀୟ

ବୈଜ୍ଞାନିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ସମଗ୍ର ବିଶ୍ୱରେ ପରିବେଶକୁ କ୍ରମାଗତ ଭାବରେ ଅଣଦେଖା କରାଯାଉଛି। ଫଳରେ ଏହାର ପରିଣାମ ମଧ୍ୟ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ପୃଥିବୀ ଉପରେ ନୂଆ ବିପଦ ଦେଖାଦେଇଛି।

ଏନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଆଣ୍ଟାର୍କଟିକାରେ ଥିବା ସର୍ବବୃହତ ହିମଖଣ୍ଡ ଭାଙ୍ଗିଛି। ପ୍ରାୟ ୩ ଦଶନ୍ଧି ପରେ ଏଭଳି ଘଟିଛି। ଏହି ହିମଖଣ୍ଡର ନାମ ଏ-୨୩ଏ ରଖାଯାଇଛି। ଏହା ସମଗ୍ର ପୃଥିବୀର ବୈଜ୍ଞାନିକମାନଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାର ସମାଧାନ ଯଥାଶୀଘ୍ର ଖୋଜାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com