ଅନ୍ତର୍ଜାତୀୟଜାତୀୟ

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ପାଇଁ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ

() ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନାମ ସୁପାରିଶ କରିଛନ୍ତି ବର୍ତ୍ତମାନର ଅସ୍ଥାୟୀ 15 ଦିନିଆ କମଚଳା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ତାଙ୍କ ସମର୍ଥକ । ଏ ସମ୍ପର୍କରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭିଙ୍କୁ ଇମ୍ରାନ୍‌ ଖାନ୍ ଅବଗତ କରାଇଛନ୍ତି । ଜଷ୍ଟିସ ଗୁଲଜାର ଅହମ୍ମଦ ପାକିସ୍ତାନର ଫେବ୍ରୁଆରି ୨୦୨୨ ପାକିସ୍ତାନର 27ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏପଟେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଓ ସଂସଦ ଭଙ୍ଗକୁ ବିରୋଧ କରି ଇମ୍ରାନ ବିରୋଧ ଓ ବିରୋଧୀ ଦଳ ନେତା ଶେହୱାଜ ସରିଫଙ୍କ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଶୁଣାଇବେ ।

Related Articles

Back to top button
WP Twitter Auto Publish Powered By : XYZScripts.com