Featuredଓଡ଼ିଶାକ୍ରୀଡ଼ା

ବାରବାଟୀରେ ଭାରତ-ଇଂଲାଣ୍ଡ ଲଢେଇ: ଆଜିଠୁ ଅନଲାଇନରେ ଟିକେଟ ବିକ୍ରି

କଟକ: ଆଜିଠୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି । ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ମାସରେ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍। ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଫେବୃଆରୀ ୨ ଅପରାହ୍ନ ୪ଟାରୁ ଆରମ୍ଭ ହେବ। ତେବେ ପ୍ରଶଂସକମାନେ ଜିଲ୍ଲା ଆପ୍ ଡାଉନଲୋଡ୍ କରି ଏବଂ ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ଟିକେଟ୍ କିଣିପାରିବେ। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି।

Related Articles

Back to top button