ଜାତୀୟ

ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ବିଜେପିରେ ସାମିଲ ହୋଇଛନ୍ତି

ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ବିଜେପିରେ ସାମିଲ ହୋଇଛନ୍ତି । ଚେନ୍ନାଇ ସ୍ଥିତ ଦଳର ମୁଖ୍ୟାଳୟ ‘କମଲାଲୟମ୍’ରେ ତାମିଲନାଡ଼ୁ ବିଜେପି ସଭାପତି କେ. ଅନ୍ନାମଲାଇ ତାଙ୍କୁ ସଦସ୍ୟତା କାର୍ଡ଼ ଦେଇଥିଲେ ।

ସେମାବାର ତେଲେଙ୍ଗାନା ଏବଂ ପୁଡ଼ୁଚେରୀର ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଥିଲେ ତମିଲିସାଇ ସୁନ୍ଦରରାଜନ । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com