ଓଡ଼ିଶାଶିକ୍ଷା

ରାଜଗଡ଼ ହାଇସ୍କୁଲରେ ପ୍ରଥମ ଦୁଇ ସ୍ଥାନରେ ଲକ୍ଷ୍ମୀପ୍ରିୟା-ସାହାନ‌ୱାଜ

ରାଜଗଡ଼, ମହାକାଳପଡ଼ା, କେନ୍ଦ୍ରାପଡ଼ା – ୨୦୨୩ ମାଟ୍ରିକ ପରୀକ୍ଷାରେ ରାଜଗଡ଼ ପଞ୍ଚାୟତ ହାଇସ୍କୁଲରେ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଛନ୍ତି ଲକ୍ଷ୍ମୀପ୍ରିୟା ଦାସ ଏବଂ ସେକ୍ ସାହାନ‌ୱାଜ । ମୋଟ୍ ୬୦୦ ନମ୍ବରରୁ ୪୬୫ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନିଆମତପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା । ସେହିପରି ୪୨୬ ନମ୍ବର ସହିତ ଦ୍ବିତୀୟ ସ୍ଥାନରେ ରାଜଗଡ଼ ଗ୍ରାମର ସେକ୍ ସାହାଜାହାନଙ୍କ ପୁଅ ସାହାନ‌ୱାଜ ରହିଛନ୍ତି । ତେବେ ନିଜ ସଫଳତାର ଶ୍ରେୟ ସେମାନେ ଗୁରୁଜୀ ଗୁରୁମା ଏବଂ ସେମାନଙ୍କ ପରିବାରକୁ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com