Breaking NewsFeaturedଓଡ଼ିଶାସ୍ୱାସ୍ଥ୍ୟ

ହସ୍ପିଟାଲରେ ଚିକିତ୍ସିତ ରୋଗୀ ବା ସେମାନଙ୍କ ପ୍ରିୟଜନଙ୍କୁ ମେଡିକାଲର କ୍ୟାଣ୍ଟିନରେ ମିଲେଟ୍ ଖାଦ୍ୟ

ହସ୍ପିଟାଲରେ ଚିକିତ୍ସିତ ରୋଗୀ ବା ସେମାନଙ୍କ ପ୍ରିୟଜନଙ୍କୁ ମେଡିକାଲର କ୍ୟାଣ୍ଟିନରେ ମିଲେଟ୍ ଖାଦ୍ୟ ଯୋଗାଇ ଦିଆଯିବ। ୱାଓ ମୋମୋ’ରେ ଏହି ମିଲେଟ୍ ଉପଲବ୍ଧ ହୋଇପାରିବ ।

ତେବେ ଗତବର୍ଷ ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ ହୋଇଥିବାରୁ ଏହାକୁ ବିଭିନ୍ନ ମେଡିକାଲର କ୍ୟାଣ୍ଟିନ ମାଧ୍ୟମରେ ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ଯୋଗାଇ ଦିଆଯାଉଛି । ତେବେ ୩୦ଟି ଜିଲ୍ଲାର ମୋଟ ୧୭୭ଟି ବ୍ଲକରେ ଏହି ମିଲେଟ୍ ଚାଷ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com