ସେହିପରି ୩ ଜଣ ସାକ୍ଷୀ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ । ଟିଆଇ ପରେଡ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ସାକ୍ଷୀମାନଙ୍କ ସମ୍ମୁଖରେ ଉପସ୍ଥିତ କରିବା ପରେ ଚିହ୍ନଟ ପ୍ରକ୍ରିୟା କରାଯିବ । ଏପିରିକି ପ୍ରମାଣ ନଷ୍ଟ କରିବାକୁ ଚଣ୍ଡିଖୋଲ ଯାଇଥିଲା । ଯାହାର ଫଟୋ ଏବେ କ୍ରାଇମ୍ବ୍ରାଞ୍ଚର ହାତରେ ଲାଗିଛି । ଚଣ୍ଡିଖୋଲ ଟୋଲ ଗେଟରେ ଥିବା ସିସିଟିଭିରୁ ଏହି ଫଟୋକୁ ଜବତ କରିଛି କ୍ରାଇମ୍ବ୍ରାଞ୍ଚ ।
ସେପଟେ ମାନସ ହତ୍ୟା ଘଟଣାରେ ଡିଲିଟେଡ଼ ଫାଇଲ ଗୁଡିକର ରିକଭରି ପାଇଁ ଫରେନ୍ସିକ ରିପୋର୍ଟକୁ ଅପେକ୍ଷା କରାଯାଇଛି ।