ଜାତୀୟ

ବିବାଦରେ ବିଜେପିର ହାଇଦ୍ରାବାଦ ଲୋକସଭା ପ୍ରାର୍ଥୀ ମାଧବୀ ଲତା

ବିବାଦରେ ବିଜେପିର ହାଇଦ୍ରାବାଦ ଲୋକସଭା ପ୍ରାର୍ଥୀ ମାଧବୀ ଲତା। ସେ ପ୍ରଚାର ବେଳେ ଗୋଟିଏ ମସଜିଦ ନିକଟରେ ତୀର ମାରିବା ଭଳି ଆଚରଣ ପ୍ରଦର୍ଶନ କରିଛନ୍ତି।

ମସଜିଦକୁ ଲକ୍ଷ୍ୟ କରି ସେ ତୀର ମାରିବାର କଳା ଦେଖାଇବାରୁ ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ମାଧବୀ ଲତାଙ୍କ ଏପରି ଆଚରଣ ଅତ୍ୟନ୍ତ ଆପତ୍ତିଜନକ, ଅଭଦ୍ର ଓ ଉତ୍ତେଜନା ସୃଷ୍ଟିକାରୀ ବୋଲି ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମ ଅସାଦୁଦ୍ଦିନ ଓୱେସୀ କହିଛନ୍ତି।

Related Articles

Back to top button