ଓଡ଼ିଶା

ପୁଣି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ହାଇକୋର୍ଟରେ ମାମଲା

ପୁଣି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ହାଇକୋର୍ଟରେ ମାମଲା । ଜଗତସିଂହପୁର ଥାନା ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା କରିଛନ୍ତି ବିଧାୟକଙ୍କ ବାନ୍ଧବୀ ସୋମାଲିକା ।

ମାମଲାରେ ବିଧାୟକ ବିଜୟ ଶଙ୍କର ଦାଶ ଓ ଜଗତସିଂହପୁର ଏସପିଙ୍କ ସମେତ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ହୋଇଥିବା ମାମଲାରେ ପୁଲିସ ଠିକ୍ ଭାବରେ ତଦନ୍ତ କରୁନଥିବା ଦର୍ଶାଇ ସୋମାଲିକା ଏହି ମାମଲା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com