ଓଡ଼ିଶା

ନକଲି ଡାକ୍ତରଙ୍କୁ ୫ ବର୍ଷ ଜେଲଦଣ୍ଡ, ଜାଲ୍‌ ସାର୍ଟିଫିକେଟ୍‌ ଦେଇ କରିଥିଲେ ସରକାରୀ ଚାକିରୀ

ସୁନ୍ଦରଗଡ଼() ନକଲି ଡାକ୍ତରଙ୍କୁ ୫ ବର୍ଷ ଜେଲଦଣ୍ଡ ସହିତ ୬ ହଜାର ଜରିମାନା । ୨୦୧୯ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ନୂଆଁ ଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିଲେ ନକଲି ଡାକ୍ତର ପଦ୍ମନାଭ ମୁଖୀ କାରୁଆ । ଧରାପଡ଼ିବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ୍‌ । ତେବେ ଏହି ମାମଲାର ବିଚାର କରି ସୁନ୍ଦରଗଡ଼ ଫାଷ୍ଟ ଟ୍ରାକ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com