ମନୋରଞ୍ଜନ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ କେବେ ନା କେବେ କାହାକୁ କିଛି କହି ଅସୁବିଧାରେ ପଡ଼ିଥାନ୍ତି। ସେଥିପାଇଁ ଲୋକମାନେ ତାଙ୍କୁ ‘ପଙ୍ଗା କ୍ୱିନ୍‌’ ମଧ୍ୟ ଡାକନ୍ତି।

ଆଜିପର୍ଯ୍ୟନ୍ତ ସେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ମେସେଜ କରିଛନ୍ତି। ନିକଟରେ ସେ ଅକ୍ଷୟ କୁମାରଙ୍କ ସ୍ତ୍ରୀ ତଥା ରାଜେଶ ଖାନ୍ନଙ୍କ ଝିଅ ଟ୍ବିଙ୍କ୍‌ଲ ଖାନ୍ନାଙ୍କୁ ସୋସିଆଲ ମିଡିଆରେ ନିନ୍ଦା କରିଛନ୍ତି।

Related Articles

Back to top button