ଓଡ଼ିଶା

ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ହାତୀ ଆତଙ୍କ, ଆତଙ୍କିତ ଲୋକେ

ନୀଳଗିରି() ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟ ସୀମାନ୍ତ ଗାଁରେ ଥମୁନ ହାତି ଉପଦ୍ରବ । ଗତ କିଛିଦିନ ଏଠାରେ ହାତାମୀନେ ରୀତିମତ ଉପଦ୍ରବ କରିବାରେ ଲାଗିଛନ୍ତି । ଏବେ ପୁଣିଥରେ ହାତୀମାନେ ପୁମିଥରେ ଉପଦ୍ରଵ କରିଥିବା ଦେଖାଯାଇଛି ।

ଦୁଇଟି ହାତୀ ସକାଳ ୮ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ କରୁଥିଲେ ଆତଙ୍କ । ରାୟପୁର ଓ ବାଲିଓରା ଗାଁରେ ଆଜି ସକାଳ ପର୍ଯ୍ୟନ୍ତ ଅଞ୍ଚଳରେ ଘୁରିବୁଲୁଥିବା ଦେଖିବାକୁ ମିଳିଥିଲା । ସେପଟେ ହାତୀଙ୍କୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସେପଟେ ଗାଁରେ ହାତୀ ପଶିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com