ଓଡ଼ିଶା

ରାଜଧାନୀରେ ମାତିଛନ୍ତି ଲୁଟେରା, ନଗଦ ଟଙ୍କା ସହ ଛଡ଼ାଇନେଲେ ମୋବାଇଲ ଫୋନ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା । ଦ୍ୱିନ ଦ୍ୱିପ୍ରହରରେ ଲୁଟତରାଜ ଚଳାଇଛନ୍ତି ଲୁଟେରା । ଚନ୍ଦ୍ରଶେଖରପୁର୍ ଥାନା ଅଞ୍ଚଳରେ ଖେଳାଇଛନ୍ତି ଆତଙ୍କ । ନୀଳାଦ୍ରି ବିହାର ଏଟିଏମ୍ ଛକରୁ ନଗଦ ଟଙ୍କା ସହ ଛଡ଼ାଇନେଇଛନ୍ତି ମୋବାଇଲ ଫୋନ ।

ତେବେ ବ୍ୟକ୍ତି ଜଣଙ୍କ ପ୍ରତିବାଦ କରିବାରୁ ନିସ୍ତୁକ ମାଡ଼ ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଲୁଟେରା । ଲୁଟେରାମାନଙ୍କ ଆକ୍ରମଣର ଶିକାର ପ୍ରସନଜିତ ସ୍ୱାଇଁ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ପୋଲିସ ପାଟ୍ରୋଲିଂ ଏବଂ ବିଏମସିର ରାସ୍ତା ଅଲୋକୀକରଣ ଯୋଜନାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Related Articles

Back to top button
WP Twitter Auto Publish Powered By : XYZScripts.com