ଓଡ଼ିଶା

ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ଲାଗି କଠୋର ହୋଇଛି ଭୁବନେଶ୍ୱର ଟ୍ରାଫିକ୍‌ ପୁଲିସ

ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ଲାଗି କଠୋର ହୋଇଛି ଭୁବନେଶ୍ୱର ଟ୍ରାଫିକ୍‌ ପୁଲିସ। ଏଣିକି ପ୍ରତିଦିନ ଯାନବାହାନ ଧରପଗଡ଼ କରିବା ପାଇଁ ଭୁବନେଶ୍ୱର ଓ କଟକରେ ଥିବା ଟ୍ରାଫିକ ଥାନା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ପ୍ରାଣକୃଷ୍ଣ ରାଉତ।

ରଙ୍ଗ୍‌ ସାଇଡ଼ ଡ୍ରାଇଭିଂ, ଗାଡ଼ି ଚଲାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର ଓ ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ପ୍ରତିଦିନ ସ୍ୱତନ୍ତ୍ର ଅଭିଯାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com