ଓଡ଼ିଶା

ସୋସିଆଲ ମିଡିଆରେ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ସୋସିଆଲ ମିଡିଆରେ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ । ଖଣିଜ ପାଣ୍ଠି ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି ଯୋଜନାରେ ସୁନ୍ଦରଗଡ଼କୁ ୬ହଜାର ୪୦୫ କୋଟି ଟଙ୍କା ଆସିଥିବା ବେଳେ ସେଥିରୁ ମାତ୍ର ୮୬୦ କୋଟି ଟଙ୍କା ବ୍ୟୟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com