Breaking NewsFeaturedଜାତୀୟରାଜନୀତି

ଭାରତ-କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ

ଭାରତ-କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ପରିସ୍ଥିତି ସୁଧାର ଆସିନାହିଁ। ଏହାରି ମଧ୍ୟରେ କାନାଡାରେ ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଟାଓ୍ବାର ପାର୍ଲାମେଣ୍ଟ ହିଲ୍‌ରେ ପ୍ରବାସୀ ଭାରତୀୟଙ୍କ ସହ ଦୀପ ଜାଳି ଦୀପାବଳି ପାଳନ କରିଛନ୍ତି।

ଟ୍ରୁଡୋ ନିଜ ଇନଷ୍ଟ୍ରାଗ୍ରାମ ପେଜରେ ଏସମ୍ପର୍କିତ ଫଟୋ ଶେୟାର କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ପାର୍ଲାମେଣ୍ଟ ହିଲ୍‌ରେ ଏହି କାର୍ଯ୍ୟକ୍ରମ ପାଳନ କରି ଆମେ ସମସ୍ତଙ୍କୁ ଦିଓ୍ବାଲିର ଶୁଭେଚ୍ଛା ଜଣାଉଛୁ।

Related Articles

Back to top button