ଅନ୍ତର୍ଜାତୀୟ

ପାକିସ୍ତାନୀ ବଂଶୋଦ୍ଭବ ଆମେରିକାର ଜଣେ ପ୍ରସିଦ୍ଧ ଶିଳ୍ପପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି

ପାକିସ୍ତାନୀ ବଂଶୋଦ୍ଭବ ଆମେରିକାର ଜଣେ ପ୍ରସିଦ୍ଧ ଶିଳ୍ପପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ବାଲଟିମୋରରେ ରହୁଥିବା ପାକିସ୍ତାନୀ-ଆମେରିକୀୟ ବ୍ୟବସାୟୀ ସାଜିଦ ତାର କହିଛନ୍ତି, ମୋଦୀ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ମଧ୍ୟ ଭଲ।

ଆଶା କରୁଛି ପାକିସ୍ତାନ ମଧ୍ୟ ତାଙ୍କ ଭଳି ନେତା ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ।

Related Articles

Back to top button