ଅନ୍ତର୍ଜାତୀୟ

ସୁଇଜରଲ୍ୟାଣ୍ଡର ଏକ ଟ୍ରେନରେ ଜଣେ ଅଭିଯୁକ୍ତ ୧୫ ଜଣ ଯାତ୍ରୀଙ୍କୁ ପଣବନ୍ଦୀ ରଖିବା ପରେ ଆତଙ୍କ ଖେଳିଯାଇଥିଲା

୪ ଘଣ୍ଟାର ସସପେନ୍ସରେ ଅନ୍ତ। ମୁକୁଳିଲେ ୧୫ ପଣବନ୍ଦୀ। ଏହାସହ ପ୍ରାଣ ହରାଇଛି ଅଭିଯୁକ୍ତ। ସୁଇଜରଲ୍ୟାଣ୍ଡର ଏକ ଟ୍ରେନରେ ଜଣେ ଅଭିଯୁକ୍ତ ୧୫ ଜଣ ଯାତ୍ରୀଙ୍କୁ ପଣବନ୍ଦୀ ରଖିବା ପରେ ଆତଙ୍କ ଖେଳିଯାଇଥିଲା।

ଯାତ୍ରୀମାନେ ପଶ୍ଚିମ ସୁଇଜରଲ୍ୟାଣ୍ଡର ୟେଭରଡନରୁ ସେଣ୍ଟ କ୍ରୋକ୍ସକୁ ଯାଉଥିବାବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ପଣବନ୍ଦୀ ରଖିଥିଲା। ଅଭିଯୁକ୍ତ ଜଣକ ଏକ କୁରାଢି ଓ ଛୁରି ଧରିଥିବାବେଳେ ପାର୍ସୀ ଓ ଇଂରାଜୀରେ କଥା ହେଉଥିଲା।

Related Articles

Back to top button