ଓଡ଼ିଶା

ରାଜଧାନୀରେ ପାଲିସ ବେଶରେ ବ୍ରାଉନସୁଗାର ବେପାରୀ, ଏସ୍‌ଟିଏଫ୍‌ର ଚଢାଉ :୨ ଗିରଫ

ଭୁବନେଶ୍ବର:  ପୁଲିସ ବେଶରେ ବ୍ରାଉନସୁଗାର ବ୍ୟବସାୟ । ଜଣେ ପୁଲିସ ଓ ଅନ୍ୟଜଣେ ଏମ୍ସ ଡାକ୍ତର ପରିଚୟ ଦେଇ ଚଲାଇଥିଲେ ବ୍ୟବସାୟ ।  ସୂଚନା ପାଇ ଏସଟିଏଫ୍ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧ କେଜି ୨୩୮ ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୭ ହଜାର ଟଙ୍କା ଓ ଫେକ ଆଇଡି କାର୍ଡ ଜବତ କରିଛି। ଉଭୟେ ବରମୁଣ୍ଡା ଅଞ୍ଚଳରେ ବ୍ରାଉନସୁଗାର କାରବାର ଚଳାଇଥିଲେ । ଗିରଫ ଦୁଇ ଅଭିଯୁକ୍ତ ହେଲେ କପିଲ ଦେବ ମୁଜୁମଦାର ଓ ରଶ୍ମିରଞ୍ଜନ ଭୋଳ। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧କୋଟି ୨୩ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com