ଓଡ଼ିଶା

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ବେଲ୍‌ଟରେ ଚାପି ହୋଇ ଶ୍ରମିକ ମୃତ

ରାଉରକେଲା:  ରାଉରକେଲା ଷ୍ଟିଲ ପ୍ଲାଣ୍ଡରେ ଦୁର୍ଘଟଣା । ବ୍ଲାକ ଗ୍ରେନେସ୍‌ ଫାଠିଯିବାରୁ ବେଲ୍‌ଟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଠିକା ଶ୍ରମିକ ରାଉରକେଲା ଫର୍ଟିଲାଇଜର ଅଞ୍ଚଳର ଘନଶାଳା ମୁଣ୍ଡୁରି ବୋଲି ଜଣାପଡିଛି ।

ପୋଲିସ ଓ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ସେପଟେ ମୃତ୍ୟୁ ଖବର ଶୁଣି ଘନଶାନାଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com