ଓଡ଼ିଶା

ସପ୍ତାହରେ ସର୍ବାଧିକ ମାଛ ଖାଇବା ରାଜ୍ୟ ତାଲିକାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି

ଦେଶରେ ଆମିଷ ପ୍ରିୟ ଲୋକଙ୍କ ଥାଳିରେ ମାଛର ଭାଗ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ସପ୍ତାହରେ ସର୍ବାଧିକ ମାଛ ଖାଇବା ରାଜ୍ୟ ତାଲିକାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ।

ତାଲିକାର ପ୍ରଥମରେ ଆସାମ ଓ ତ୍ରିପୁରା ରହିଛନ୍ତି । ଏହାସହ ଦେଶରେ ମୁଣ୍ଡ ପିଛା ମାଛ ବ୍ୟବହାର ଗତ ୧୫ବର୍ଷରେ ଦ୍ୱିଗୁଣିତ ହୋଇ ୮କେଜି ୮୯ଗ୍ରାମରେ ପହଂଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com