ଓଡ଼ିଶା

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କଟକ: ସାରା ରାଜ୍ୟରେ ସଧବା ନାରୀ ମାନେ ନିଜର ସ୍ୱାମୀ ମାନଙ୍କ ନିମନ୍ତେ ସାବିତ୍ରୀ ବ୍ରତ ପାଳନ କରିଥିଲେ । ତେବେ ଏହି ପରମ୍ପରା ବହୁ ବର୍ଷ ପୂର୍ବରୁ ଆମ ହିନ୍ଦୁ ଧର୍ମରେ ପାଳନ କରାଯାଉଛି ।

ପରମ୍ପରା ଅନୁସାରେ ସଧବା ନାରୀ ନିଜର ସ୍ୱାମୀ ମାନଙ୍କ ମଙ୍ଗଳ କାମନା କରିବା ସହ ସକାଳୁ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥାନ୍ତି । ତେବେ ପୂଜାର ବିଧି ସମ୍ପୂର୍ଣ୍ଣ ସମାନ ଥିଲେ ମଧ୍ୟ ଏହାକୁ ପାଳନ କରିଛନ୍ତି କଟକର କିଛି କିନ୍ନର ।

କିନ୍ନର ମାନେ ନିଜର ଗୁରୁଙ୍କ ପାଇଁ ଏହି ବ୍ରତ ପାଳନ କରିଥିଲେ । ଏହି ପବିତ୍ର ଦିନରେ ସମସ୍ତେ ନିଜ ନିଜର ମାନସିକ କରିବା ସହ ପରସ୍ପର ମଧ୍ୟରେ ସିନ୍ଦୁର ପିନ୍ଧାଇଥିଲେ । ଉଦ୍ଦେଶ୍ୟରେ ତଥା ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଏହି ବ୍ରତ ପାଳନ କରିଛନ୍ତି ବୋଲି କହିଛନ୍ତି କଟକ କିନ୍ନର।

Related Articles

Back to top button
WP Twitter Auto Publish Powered By : XYZScripts.com