Breaking NewsFeaturedଓଡ଼ିଶାସ୍ୱାସ୍ଥ୍ୟ

ଏସ୍‌‌ସିବି ମେଡିକାଲରେ ପ୍ରଥମଥର ନିମନ୍ତେ ଭସ୍କୁଲାରାଇଜଡ ଲିମ୍ପନୋଡ୍‌‌ ଟ୍ରାନ୍ସଫର୍‌ ପଦ୍ଧତିରେ ଅସ୍ତ୍ରୋପଚାର କରାଯାଇ ଜଣେ ମହିଳାଙ୍କୁ ସୁସ୍ଥ କରାଯାଇଛି।

ଏସ୍‌‌ସିବି ମେଡିକାଲରେ ପ୍ରଥମଥର ନିମନ୍ତେ ଭସ୍କୁଲାରାଇଜଡ ଲିମ୍ପନୋଡ୍‌‌ ଟ୍ରାନ୍ସଫର୍‌ ପଦ୍ଧତିରେ ଅସ୍ତ୍ରୋପଚାର କରାଯାଇ ଜଣେ ମହିଳାଙ୍କୁ ସୁସ୍ଥ କରାଯାଇଛି।

ଫାଇଲେରିଆ ରୋଗରେ ପୀଡ଼ିତ ହୋଇ ଦୀର୍ଘ ୧୬ବର୍ଷ ହେବ ଯନ୍ତ୍ରଣା ପାଉଥିବା ୩୩ ବର୍ଷୀୟ ରୀତାରାଣୀ ସ୍ୱାଇଁ ଆରୋଗ୍ୟ ଲାଭ କରିଛନ୍ତି। ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରମାନଙ୍କ ଉଦ୍ୟମରେ ଗୋଦରା ଗୋଡ଼ରୁ ମୁକ୍ତ ହୋଇଛନ୍ତି ରୀତାରାଣୀ।

 

Related Articles

Back to top button
WP Twitter Auto Publish Powered By : XYZScripts.com