ଓଡ଼ିଶା

ଯାତ୍ରୀଙ୍କୁ ଆଶ୍ୱସ୍ତି: ରାଜ୍ୟରେ କମିଲା ବସ୍‌ ଭଡ଼ା, ଜାଣନ୍ତୁ କେତେ ରହିଛି ଦାମ୍…

କଟକ: କମିଲା ବସ୍‌ ଭଡ଼ା । ତେଲ ଦର କମିବା ପରେ ଏବେ ବସ୍‌ ଭଡ଼ା ବି କମିଛି । ଅଡିନାରୀ ବସ୍‌ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ଏକ୍ସପ୍ରେସ୍‌ ୯୬ରୁ ୯୩ ପଇସାକୁ ହ୍ରାସ ପାଇଛି ।

ସେହିପରି ଏସି ଡିଲକ୍ସ ଭଡା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ପାଇଥିବା ବେଳେ ସୁପର ପ୍ରିମିୟମ୍‌ ଭଡ଼ା ୨ ଟଙ୍କା ୫୩ ପଇସାରୁ ୨.୪୪ ପଇସାକୁ ଖସିଛି । ଯାହାଦ୍ୱାରା ଗ୍ରାହକଙ୍କୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com