ଜାତୀୟ

ସାଇବର ଅପରାଧି ମାନେ ଲୁଟ ତରିକା ବଦଳାଉଥିବା ଦେଖିବାକୁ ମିଳୁଛି

ସାରା ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଏହି ସାଇବର ଅପରାଧି ମାନେ ଲୁଟ ତରିକା ବଦଳାଉଥିବା ଦେଖିବାକୁ ମିଳୁଛି। ଏପରିକି ରାଜ୍ୟ ବାହାରେ ଏଭଳି ଅପରାଧ ଦୃଷ୍ଟିକୁ ଆସିବା ପରେ ଓଡ଼ିଶା ପୁଲିସ ମଧ୍ୟ ଏ ନେଇ ସାଧାରଣ ଜନତାଙ୍କୁ ସତର୍କ କରାଇଛି।

ନିର୍ବାଚନ ଅବ୍ୟବହିତ ପୂର୍ବରୁ ଭୋଟର ପରିଚୟପତ୍ର ସଂଶୋଧନ ନାରେ ଲୁଟ କରୁଛନ୍ତି । ମୋବାଇଲ ଆପ୍ଲିକେସନ ଇନଷ୍ଟଲ କରି କେତେକ ଠକେଇର ଶିକାର ହେଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com