Featuredଅନ୍ତର୍ଜାତୀୟ

୨୩୫୦ ପରେ ମଣିଷ ଶୂନ

ବୈଜ୍ଞାନିକ ଅନୁସନ୍ଧାନକାରୀମାନେ କହିଛନ୍ତି ୨୦୨୬ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ବର୍ତ୍ତମାନ ପୃଥିବୀର ପ୍ରଜନନ ହାର ୨.୧, କିନ୍ତୁ ଆସନ୍ତା ୨ ବର୍ଷ ମଧ୍ୟରେ ଏହା ୨.୦ କୁ ହ୍ରାସ ପାଇବ, ଯାହା ଜନ୍ମ ହାର ଉପରେ ସିଧାସଳଖ ପ୍ରଭାବ ପକାଇବ। ଯଦି ଏହାକୁ ଆଧାର କରି ଗଣନା କରାଯାଏ, ତେବେ ଆଗାମୀ ୩୦୦ ବର୍ଷରେ ବିଶ୍ୱ ଜନସଂଖ୍ୟା ମାତ୍ର ୨ ଶହ କୋଟିକୁ ହ୍ରାସ ପାଇବ ।

ପରେ ଏହା କ୍ରମେ ହ୍ରାସ ପାଇ ଶୂନରେ ପରିଣତ ହେବ। ବୈଜ୍ଞାନିକ ମଣିଷ ଜନସଂଖ୍ୟା ଶୂନ ହେବାର ତାରିଖ ୨୩୫୦ ମସିହା ପରେ ହେବ ବୋଲି ଆକଳନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com