ଜାତୀୟ

ଦିଲ୍ଲୀର ରାମଲିଳା ମଇଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି

ଦିଲ୍ଲୀର ରାମଲିଳା ମଇଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି । ବିଜେପି ବିରୋଧରେ ମେଳି ବାନ୍ଧିଛନ୍ତି ଇଣ୍ଡିଆ ମେଣ୍ଟର ନେତା ।

ବିଜେପି ୪୦୦ ପାର୍ ନାରା ଦେଇ ନିର୍ବାଚନ ମଇଦାନରେ ପ୍ରଚାର କରୁଥିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି କି, ବିଜେପି ଏଥରକ ୧୮୦ ପାର କରିପାରିବ ନାହିଁ । ଅମ୍ପାୟରଙ୍କ ସହ ମିଶି ମ୍ୟାଚ୍ ଫିକ୍ସିଂ କରିଥିବା ଭଳି କରିଛି ବିଜେପି ।ଜନତା ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

Related Articles

Back to top button
WP Twitter Auto Publish Powered By : XYZScripts.com