![](https://i0.wp.com/odia.mobilenews24x7.com/wp-content/uploads/2022/06/1044796-pooja-hedge-cannes.webp?resize=780%2C470&ssl=1)
ନୂଆଦିଲ୍ଳୀ : ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ତାଙ୍କ ଶାନ୍ତ ପ୍ରକୃତି ଓ ସୁନ୍ଦରତାଙ୍କ ପାଇଁ ବେଶ୍ ଜଣାଶୁଣା। ଏବେ ପୂଜା ହେଗଡେଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଉଡ଼ାଣରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାରକୁ ଦର୍ଶାଇ ଅଭିନେତ୍ରୀ ବିମାନ ସେବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପୂଜା ହେଗଡେ ଟ୍ୱିଟର ମାଧ୍ୟମରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର କରାଯାଇଥିବା କାହାଣୀକୁ ବର୍ଣ୍ଣନା କରିଛନ୍ତି। ଏହି ଘଟଣା ବିଷୟରେ ଉଲ୍ଲେଖ କରି ଅଭିନେତ୍ରୀ ଇଣ୍ଡିଗୋ ଏୟାରାଇନ୍ ଟ୍ୟାଗ୍ କରିଛନ୍ତି ।
Extremely sad with how rude @IndiGo6E staff member, by the name of Vipul Nakashe behaved with us today on our flight out from Mumbai.Absolutely arrogant, ignorant and threatening tone used with us for no reason.Normally I don’t tweet abt these issues, but this was truly appalling
— Pooja Hegde (@hegdepooja) June 9, 2022
ପୂଜା ହେଗଡେ ଟ୍ୱିଟ୍ କରି ନିଜର ରାଗକୁ ପ୍ରକାଶ କରିଛନ୍ତି ଏବଂ ସେ ଲେଖିଛନ୍ତି, ‘ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀ ଭିପୁଲ ନାକାସେ ଆଜି ମୁମ୍ବାଇରୁ ବିମାନ ଉଡ଼ାଣ ବେଳେ ଆମ ସହ ଖରାପ ବ୍ୟବହାର କରିଥିଲେ।’ ଆମ ସହିତ ଏକ ଅହଂକାରୀ, ଅଜ୍ଞାନ ଏବଂ ଧମକପୂର୍ଣ୍ଣ ସ୍ୱରରେ କଥା ହେଲେ ତାହା ପୁଣି ବିନା କାରଣରେ । ପୂଜା ହେଗଡେଙ୍କ ଏହି ଟ୍ୱିଟ୍ କରିବା ପରେ ବିମାନ ସେବା ତରଫରୁ ତୁରନ୍ତ ପ୍ରତିକ୍ରିୟାରେ କ୍ଷମା ମାଗିଛନ୍ତି। କହିଛନ୍ତି ଏହି ପ୍ରକାରର ବ୍ୟବହାର ପାଇଁ କ୍ଷମା ମାଗୁଛି ।
@IndiGo6E I wish to lodge a complaint against IndiGo employees Ms Natasha Hirjiben and Mr Vipul Nakashe who are counter staff at Mumbai airport. They have misbehaved with my parents, Mr Naresh Sharma & Mrs Narbada Sharma, who are both senior citizens.
— ig (@ish_2607) December 27, 2020