ଜାତୀୟ

ଅନ୍‌ଲାଇନ ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ବନ୍ଦ କରିବାକୁ ଆଡ୍‌ଭାଇଜରୀ ଜାଲିକଲା ସୂଚନା ଓ ପ୍ରସାରଣନ୍ତ୍ରାଳୟ

ନୂଆଦିଲ୍ଲୀ: ଅନ୍‌ଲାଇନ ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ବନ୍ଦ କରିବାକୁ ସୋମବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛି। ଗ୍ରାହକଙ୍କ ଆର୍ଥିକ ଓ ସାମାଜିକ-ଅର୍ଥନୀତି ବିପଦକୁ ଦେଖି ମନ୍ତ୍ରାଳୟ ଏପରି ନିଷ୍ପତ୍ତି ନେଇଛି। ଏଣୁ ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଓ ଡିଜିଟାଲ୍ ମିଡିଆକୁ ଏଭଳି ବିଜ୍ଞାପନ ନ ଦେଖାଇବାକୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com