ଅନ୍ତର୍ଜାତୀୟ

ଆସନ୍ତା ଏପ୍ରିଲ ୮ ତାରିଖରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ

ଆସନ୍ତା ଏପ୍ରିଲ ୮ ତାରିଖରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ମା ଦୁର୍ଗାଙ୍କ ନବରାତ୍ରୀ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ଲାଗିବାକୁ ଯାଉଛି ସୂର୍ଯ୍ୟୋପରାଗ ।

ତେବେ ନାସାର କହିବାନୁଯାୟୀ, ଆକାଶରେ ଘଟୁଥିବା ଏହି ବିରଳ ଜ୍ୟୋର୍ତିବିଜ୍ଞାନ ଘଟଣା ଭାରତରେ ଦୃଶ୍ୟମାନ ହେବ ନାହିଁ । ଆମେରିକା, ମେକ୍ସିକୋ, କାନାଡା ଏବଂ ଉତ୍ତର ଆମେରିକାର ଅଧିକାଂଶ ଦେଶରେ ଦୃଶ୍ୟମାନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com