ନୂଆଦିଲ୍ଲୀ: ବଲିଉଡର ଟ୍ରାଜେଡି କିଙ୍ଗ ଦିଲୀପ କୁମାର ୨୦୨୧ରେ ଦୁନିଆକୁ ଅଲବିଦା କହିଥିଲେ। ତାଙ୍କ ଅନେକ ବଡ ବଡ ସେଲେବ ସହିତ ତାଙ୍କ ଫ୍ୟାନ୍ସ ଫଲୋର୍ସମାନେ ଭାଙ୍ଗି ପଡିଥିଲେ। ସବୁଠାରୁ ଅଧିକ ଝଟକା ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ଲାଗିଥିଲା । କାହିଁକି ନା ସାଇରା ବାନୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦିଲୀପ ସାହାବଙ୍କୁ ସହିତ ଥିଲେ। ନିକଟରେ ସାଇରା ବାନୁ ଦିଲୀପ ସାହାବଙ୍କ ପାଇଁ ଆୱାର୍ଡ ନେବାକୁ ଆସିଥିଲେ ଏବଂ ସେଠାରେ ତାଙ୍କୁ ମନେ ପକାଇ ଖୁବ୍ କାନ୍ଦିଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
View this post on Instagram