ଅନ୍ତର୍ଜାତୀୟ

ଆମେରିକୀୟ ପ୍ଲେ ଷ୍ଟୋର କମ୍ପାନୀ ଆପ୍ ଡେଭଲପର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି

ଆମେରିକୀୟ ପ୍ଲେ ଷ୍ଟୋର କମ୍ପାନୀ ଆପ୍ ଡେଭଲପର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଗୁଗୁଲ୍ ପ୍ଲେ ଷ୍ଟୋରରୁ ୧୦ଟି ଭାରତୀୟ କମ୍ପାନୀର ଆପ୍ ଅପସାରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ।

ଏଥିରେ Naukri.com, Shaadi.com, 99 ଏକର ଡଟ୍ କମ୍ ଭଳି ଲୋକପ୍ରିୟ ଆପ୍ସର ନାମ ରହିଛି । ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ କହିଛି ଯେ ଏହି ଆପ୍ ଡେଭଲପର୍ସ ମାନେ ଗୁଗୁଲର ନିର୍ଦ୍ଦେଶାବଳୀ ଅନୁସରଣ କରିନାହାଁନ୍ତି । ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର ପଦକ୍ଷେପ ନିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com