ଓଡ଼ିଶା

ବ୍ୟବସାୟି ଅମୁଲ୍ୟ ତ୍ରିପାଠୀ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

କୋରାପୁଟ୍‌: କୋରାପୁଟର ବହୁ ଚର୍ଚ୍ଚିତ ଅମୂଲ୍ୟ ହତ୍ୟା ଘଟଣାପ ପର୍ଦ୍ଦାଫାସ କରିଛି ପୋଲିସ। କିଛିଦିନ ତଳେ ବଗେଇପଦରରେ ଜୟପୁରର ଯୁବ ବ୍ୟବସାୟି ଅମୂଲ୍ୟ ତ୍ରିପାଠୀକୁ ପୋଡ଼ି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଜୟପୁର ଇରିଗେସନ କଲୋନିର ୨ ଜଣଙ୍କୁ କୋରାପୁଟ ସଦର ଥାନା ପୋଲିସ ଗିରଫ କରିଛି। ମୃତ ଅମୂଲ୍ୟ ଠାରୁ ଟଙ୍କା ଲୁଟ୍‌ କରିବା ଉଦ୍ଦେଶ୍ୟରେ ହତ୍ୟା କରିବା ଅଭିଯୋଗରେ କୋରାପୁଟ ସଦର ଥାନା ପୋଲିସ ବାପା ଓ ପୁଅକୁ ଗିରଫ କରିଛି। ଏନେଇ କୋରାପୁଟ ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com