ନୂଆଦିଲ୍ଲୀ: ଭିଡ଼ ହିଂସା ଓ କାଶ୍ମୀର ଗଣହତ୍ୟା ଘଟଣାକୁ ସମାନ କହି ବିବାଦରେ ଫସି ଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ଶେଷରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଏକ ୟଟ୍ୟୁବ୍ ଚ୍ୟାନେଲ୍କୁ ସାକ୍ଷାତ୍କାର ଦେଇ ସାଇ ପଲ୍ଲବୀ ବିବାଦ ଘେରକୁ ଆସିବା ପରେ ତାଙ୍କ ବିରୋଧରେ ଥାନାଲେ ମାମାଲ ହୋଇଥିଲା। ବିବାଦ ବଢ଼ିବାରୁ ସେ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ପୋଷ୍ଟ କରି ନିଜ କଥାର ସ୍ପଷ୍ଟୀକରଣ ଦେଇଛନ୍ତି।
View this post on Instagram