ଜାତୀୟ

ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ଡକାଇଛି

ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ଡକାଇଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଇଡିର ଏହା ହେଉଛି ପଞ୍ଚମ ସମନ।

ଏହାପୂର୍ବରୁ ଚାରିଟି ସମନ ପଠାଇଯାଇଥିଲେ ମଧ୍ୟ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର କହି କେଜ୍‌ରିଓ୍ବାଲ ଇଡି ସମ୍ମୁଖରେ ହାଜର ହୋଇନାହାନ୍ତି। ଏକ୍ସାଇଜ ପଲିସି ମାମଲାରେ ଚାଲିଥିବା ଅନୁସନ୍ଧାନ ସଂପର୍କରେ ଫେବୃଆରୀ ୨ରେ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କୁ ପଚରାଉଚରା ପାଇଁ ଇଡି ଡାକିଛି।

Related Articles

Back to top button
WP Twitter Auto Publish Powered By : XYZScripts.com