ଜାତୀୟ

ଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି

ଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। ଗତ ୬ ବର୍ଷରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୨୫ ଲକ୍ଷରୁ ଅଧିକ ବାଳିକା ଏବଂ ମହିଳା ନିଖୋଜ ହୋଇଯାଇଛନ୍ତି। ଏବେ ବି ଆହୁରି ୧୧ ଲକ୍ଷରୁ ଅଧିକ ମହିଳା ଏବଂ ବାଳିକା ନିଖୋଜ ଅଛନ୍ତି।

କିଛି ଦିନ ତଳେ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ଏହି ସୂଚନା ଦେଇଥିଲେ। ୨୦୧୭ ରୁ ୨୦୨୨ ମଧ୍ୟରେ ମହିଳା ଅପହରଣର ୪, ୩୪, ୭୦୨ ମାମଲା ରୁଜୁ ହୋଇଥିବା କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com