ଓଡ଼ିଶା

ଆଜବେଷ୍ଟସ୍‌ ଲଗାଉଥିବା ବେଳେ ହେଲା ବଜ୍ରପାତ, ବାପ-ପୁଅ ମୃତ, ପରିବାରର ୩ ଗୁରୁତର

ନୂଆପଡା: ଗୋଟିଏ ପରିବାରର ପାଞ୍ଚଜଣଙ୍କ ଉପରେ ବଜ୍ରାଘାତ । ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । କୋମନା ଥାନା ମଲିକମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଆଜବେଷ୍ଟସ୍‌ ଲଗାଉଥିବା ବେଳେ ବଜ୍ରପାତ ହୋଇଥିବା ସୂଚନା ମିଳିଥିବା ବେଳେ ଗୁରୁତର ତିନିଜଣଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com