ଜାତୀୟ
ଭାରତ ବନ୍ଦର ପ୍ରଭାବ : ଦିଲ୍ଲୀ-ଗୁରଗାଓଁ ରାସ୍ତାରେ ଅଟକି ରହିଛି ହଜାର ହଜାର ଗାଡି
![](https://i0.wp.com/odia.mobilenews24x7.com/wp-content/uploads/2022/06/frfrg.jpg?resize=600%2C336&ssl=1)
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏପରିକି କିଛି ସଙ୍ଗଠନ ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯାହାର ପ୍ରଭାବ ବେଶି ପଡିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ।
Heavy traffic jam on Sarhaul border at Delhi-Gurugram expressway as Delhi Police begins checking of vehicles in wake of #BharatBandh against #AgnipathScheme, called by some organisations. pic.twitter.com/1VCo5RcHAJ
— ANI (@ANI) June 20, 2022