Breaking NewsFeaturedଓଡ଼ିଶାକ୍ରୀଡ଼ା

ବାରବାଟୀକୁ ଫେରି ନଥିବା ଟେଷ୍ଟ୍‌ କ୍ରିକେଟ୍‌ ପୁଣି ଥ‌ରେ ଫେରିବ

୨୮ ବର୍ଷ ହେବ ବାରବାଟୀକୁ ଫେରି ନଥିବା ଟେଷ୍ଟ୍‌ କ୍ରିକେଟ୍‌ ପୁଣି ଥ‌ରେ ଫେରିବ ବୋଲି ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି। ଓସିଏକୁ ସ୍ଥାୟୀ ଭାବେ ଟେଷ୍ଟ୍‌ ଭେନ୍ୟୁ କିଭଳି କରାଯିବ ସେଥିପାଇଁ ଉଦ୍ୟମ ଅବ୍ୟାହତ ରହିଛି। ବିସିସିଆଇ ମଧ୍ୟ ଏଥିପାଇଁ ଏକ ପ୍ରକାର ସହମତି ପ୍ରକାଶ କରିଛି।

ବାରବାଟୀକୁ କିଭଳି ଅଧିକ ମ୍ୟାଚ୍‌ ମିଳିବ ସେଥିପାଇଁ ବାରବାଟୀ ପିଚ୍‌ ଓ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ସବୁ ପ୍ରକାର ଉଦ୍ୟମ ହେଉଛି।

Related Articles

Back to top button