ଓଡ଼ିଶା

ଓଡିଶା ରାଜ୍ୟପାଳ ରଘୁବର ଦାସ ସୋମବାର ବିଧାନସଭାରେ ବଜେଟ ଅଧିବେଶନରେ ନିଜର ଅଭିଭାଷଣ ରଖିଛନ୍ତି

ଓଡିଶା ରାଜ୍ୟପାଳ ରଘୁବର ଦାସ ସୋମବାର ବିଧାନସଭାରେ ବଜେଟ ଅଧିବେଶନରେ ନିଜର ଅଭିଭାଷଣ ରଖିଛନ୍ତି। ସେଥିରେ ସେ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି।

ସେ କହିଛନ୍ତି, କରୋନା ପରେ ରାଜ୍ୟ ଅର୍ଥନୀତି ଦୃତ ଗତିରେ ବୃଦ୍ଧି ପାଇଛି। ଯାହା ୨୦୨୨-୨୩ରେ ରାଜ୍ୟ ଜିଡିପିରେ ଦୃଶ୍ୟମାନ ହୋଇଛି। ୨୦୧୨-୧୩ରୁ ୨୨ ଫେବୃଆରୀ ୨୦୨୩ ଅବଧି ପର୍ଯ୍ୟନ୍ତ ୨୦୧୧-୧୨ ମୂଲ୍ୟର ଅର୍ଥବ୍ୟବସ୍ଥା ୬.୪୭% ବୃଦ୍ଧି ପାଇଛି। ଏହା ରାଷ୍ଟ୍ରୀୟ ବିକାଶ ହାରର ୫.୫୯ଶତକଡା ଅଟେ।

Related Articles

Back to top button
WP Twitter Auto Publish Powered By : XYZScripts.com