ଜାତୀୟ
‘ଅଗ୍ନିବୀର’ ନିଯୁକ୍ତି ପାଇଁ ସେନା ଜାରି କଲା ବିଜ୍ଞପ୍ତି, ଜୁଲାଇରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ୍
ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ସୋମବାର ଅନେକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାମଧ୍ୟରେ ଭାରତୀୟ ସେନା ଜରୁରୀ ବିଜ୍ଞପ୍ତି ଜାରି କରିଛି । ନିଯୁକ୍ତି ପାଇଁ ଜାରି ଏହି ବିଜ୍ଞପ୍ତି ବା ନୋଟିଫିକେସନ ଅନୁସାରେ ଜୁଲାଇ ମାସରୁ ହିଁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯିବ ।
Indian Army issues notification for Agniveer recruitment rally, registration to open from July onwards#AgnipathScheme pic.twitter.com/VnrAiOXibU
— ANI (@ANI) June 20, 2022